BJP’s big plan to win Nuapada ନୂଆପଡ଼ା ଜିତିବାକୁ ବିଜେପିର ବଡ଼ ପ୍ଲାନ୍: ୮ ଜୋନ୍ ଜଗିବେ ୮ ମନ୍ତ୍ରୀ

ନୂଆପଡ଼ା ଜିତିବାକୁ ବିଜେପିର କସରତ । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦିଆଯାଇଛି…